ବିଭିନ୍ନ ସାହିତ୍ୟ ଅନୁଷ୍ଠାନ, ଧର୍ମ ଅନୁଷ୍ଠାନ , ସେବା ଅନୁଷ୍ଠାନ ତରଫରୁ ଶହେରୁ ଉର୍ଦ୍ଧ ସାର୍ଟିଫିକେଟ ପ୍ରଦାନ |
ଭୁବନେଶ୍ୱର, କଟକ , ପୁରୀ , ବ୍ରହ୍ମପୁର, ଭଞ୍ଜନଗର , ଆସିକା , କବିସୂର୍ଯ୍ୟନଗର ଓ ଅନ୍ୟମାନଙ୍କ ଦ୍ୱାରା ପେପର ମିଡ଼ିଆ , ଇଲୋକ୍ଟ୍ରିକ ମିଡ଼ିଆରେ ସମ୍ବାଦ ପରିବେଷଣ , ତଥା ଅଜାତକ, ଟାଇପିସ ଅଫ ଇଣ୍ଡିଆ , ଇଣ୍ଡିଆନ ଏକ୍ସପ୍ରେସ ,ଦି ଟେଲିଗ୍ରାଫ , ଷ୍ଟେଟ୍ସମେନ, ଓରିଶା ପୋଷ୍ଟ , ଓଟିଭି ନ୍ୟୂସ ଫ୍ୟୁଜ , ଇନାଡୁ ତେଲୁଗୁ ହିନ୍ଦୀ ନବ ଭାରତ କନକ ଟିଭି ଇତ୍ୟାଦିରେ ଦୁଇଶହରୁ ଉର୍ଦ୍ଧ ପରିବେଷଣ କରିଛନ୍ତି | ମୋବାଇଲ ନଂ-୮୯୦୮୯୦୭୪୨୫
ଲକ୍ଷ୍ୟ -“ଏକ ଲେ ଚାଲ ” ସେବା କରି ନିର୍ବାଣ ପ୍ରାପ୍ତ ସେବା ଆରମ୍ଭ – ପିଲାଟିଦିନରୁ ସେବା କାର୍ଯ୍ୟରେ ନିୟୋଜିତ ସେବା ପାଇଁ ବର୍ତମାନ ସୁଦ୍ଧା ଅଭିଵାହିତ |
ବର୍ତମାନ ସୁଦ୍ଧା କୌଣସୀ ସରକାରୀ ସାହାଯ୍ୟ ବା କୌଣସୀ ଅନୁଷ୍ଠାନ ତରଫରୁ ଟଙ୍କାଟିଏ ଅନୁଦାନ ମିଳିନାହିଁ | ସବୁ ନିଜ ହାତରୁ ଖର୍ଚ୍ଚ କରି ସମାଜ ସେବାକୁ ବଞ୍ଚାଇ ରଖିଛି , ଯେପରି ସୂର୍ଯ୍ୟ, ଚନ୍ଦ୍ର, ପାଣି, ପବନ, ଭଗବାନ ବିନା ପଇସାରେ କରନ୍ତି ମୁ ବି ସେହିପରି
ରୁଚି – କବିତା , ଦେଶାତ୍ମ ବୋଧ ଗୀତ, ଓ ପ୍ରେମ ଗୀତ,ସମାଜ ସଂସ୍କାର ବ୍ୟଙ୍ଗ ଓ ରୁକ୍ଷ ଗୀତ ଲେଖାଲେଖି |
ଦୁଇ ଶହରୁ ଉର୍ଦ୍ଧ ସାଇକେଲ ଯାତ୍ରା, ପଥପ୍ରାନ୍ତ ନାଟକ ଓ ଗୀତ ମାଧ୍ୟମରେ ସଚେତନତା,ଏଡ଼ସ ସଚେତନ , ବୃକ୍ଷ ରୋପଣ , ସ୍ୱଚ୍ଛ ଭାରତ ଅଭିଯାନ

ଏ . ବ୍ରହ୍ମାନନ୍ଦ ଆଚାରୀ , ପିତା ସ୍ବର୍ଗତ ଏ. ତ୍ବଷ୍ଟାବ୍ରହ୍ମ ଆଚାରୀ ସାହି- ଦେଶୀ ବେହେରା ଗ୍ରାମ- କବିସୂର୍ଯ୍ୟ ନଗର , ଜ୍ଜିଲା – ଗଂଜାମ , ପିନ-୭୬୧୧୦୪, ଓଡିଶା
ଅଭିଯାନ ୨୦୧୭ ସାଇକେଲ ଯାତ୍ରା – ରାଜ୍ୟପାଳ ପୁରସ୍କାର ମେଡାଲ- (ସ୍କାଉଟ ଅଫ ଗାଇଡ଼ ସହଯୋଗୀ ) , ମହାମହିମ – ରାଜ୍ୟପାଳ ଏସ.ସି ଜମିରଙ୍କ ଦ୍ୱାରା |
ସବୁଜ ସମ୍ମାନ -ପୁରିରାଜ ଦିବ୍ୟସିଂହ ଦେବ ଓ ପ୍ରେରଣା ର ଅଧକ୍ଷ ଶ୍ରୀ ଦିଲୀପ ଶ୍ରୀଚନ୍ଦନଙ୍କ ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଖଣ୍ଡଗିରି ଭୁବନେଶ୍ୱର |
ବିଶ୍ୱ ପରିବେଶ ଦିବସରେ ” ସବୁଜ ଯୋଦ୍ଧା ସମ୍ମାନ ଓ ଉପଢୌକନ ପୂର୍ବତନ ମନ୍ତ୍ରୀ ଡଃ ଦାମୋଦର ରାଉତଙ୍କ ଦ୍ୱାରା ସମ୍ମାନିତ, ଜୟଦେବ ଭବନ ଭୁବନେଶ୍ୱର |
ସିଦ୍ଧାନ୍ତ ମହାପାତ୍ର ସିନେମା ଅଭିନେତା ତଥା ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ସ୍ୱଚ୍ଛ ଗୋପାଳପୁର ବେଳାଭୂମି ଉତ୍ସବ ସାଇକେଲ ଉପହାର |
ଆଠଗଡ ସାମ୍ବାଦିକ ସଂଘ ଓ ମିଡ଼ିଆ ହାଉସ, ନାରାୟଣ ଓ ସରୋଜ କୁମାର ମିଶ୍ର ତଥା ପୂର୍ବତନ କବିସୂର୍ଯ୍ୟ ନଗର ଥାନା ଅଧିକାରୀ ଵିଭଛ ପ୍ରଧାନଙ୍କ ଦ୍ୱାରା ” ଶ୍ରେଷ୍ଠ ପ୍ରତିଭା ସମ୍ମାନ ” ଓ ବିବେକାନନ୍ଦ ସାହୁ, ଅଜିତ କୁମାର ଦାସ
ତରଫରୁ ଶ୍ରେଷ୍ଠ ସମାଜସେବୀ ସିଲ ପ୍ରଦାନ ( ଆଠଗଡ଼ ସାଂବାଦକ ସଂଘ)